Jump to content

କାହ୍ନୁପାଦ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାହ୍ନୁପାଦ
ଉଚ୍ଚାରଣ: Kāhnupāda

ଦେ. ବି —

ଦଶମ ଶତାଦ୍ଦିର କୃଷ୍ଣାଚାର୍ୟ୍ୟ ନାମକ ଜଣେ ଓଡ଼ିଆ ତନ୍ତ୍ରସାଧକ —Name of Oria Tantra-worshipper.

[ଦ୍ର—ଏହାଙ୍କ ରଚିତ ଏନେକ ଗୁଡିଏ ତାନ୍ତ୍ରିକ ପଦ ବଙ୍ଗୀୟ ପଣ୍ଡ଼ିତ ମହାମହୋପାଧ୍ୟାୟ ହର ପ୍ରସାଦ ଶାସ୍ତ୍ରୀ ନେପାଳରୁ ପ୍ରାପ୍ତ ହୋଇ ତାଙ୍କ ସଙ୍କଳିତ ବୌଦ୍ଧଗାନ ଓ ଦୋହାରେ ସନ୍ନିବେଶିତ କରି ଅଛନ୍ତି ଓ ସେଥିରେ ଭାଷା ୧: ମ ଶତାଦ୍ଦିର ବଙ୍ଗଳା ଭାଷା ଥିବାର ଦାବୀ କରି ଅଛନ୍ତି ଏ ଭାଷାକୋଷର ପ୍ରଥମ ଖଣ୍ଡର ଅବତରଣିକା ଦେଖ]