କାହ୍ନୁ ଦାଶ
ଦେଖଣା
କାହ୍ନୁ ଦାଶ —
ଉଚ୍ଚାରଣ: Kāhnu dāṡa
ଦେ. ବି. (ନାମ) —
ପ୍ରାଚୀନ ଓଡ଼ିଆ କବିବିଶେଷ — An ancient Oria poet.
[ଦ୍ର—ଗଞ୍ଜାମ ଜିଲ୍ଲା ଧରାକୋଟ ରାଜ୍ୟର ମଙ୍ଗଳପୁର ଗ୍ରାମରେ ଏହାଙ୍କର ଜନ୍ମ ସେ ଜାତିରେ ବ୍ରାହ୍ମଣ ଥିଲେ 'ରାମରସାମୃତ ସିନ୍ଧୁ' ନାମକ ଗ୍ରନ୍ଥ ତାହାଙ୍କଦ୍ବାରା ରଚିତ]