Jump to content

କାୟବ୍ୟ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାୟବ୍ୟ
ଉଚ୍ଚାରଣ: Kāyabya

ସଂ. ବି. (ନାମ) —

ମହାଭାରତୋକ୍ତ ଦସ୍ଯୁ ସରଦାର — Name of a head of thieves mentoined in the Mahābhārata.

[ଦ୍ର— ଏ ବଡ ଧର୍ମପରାୟଣ ଥିଲା ଏବଂ ମୁନି ଓ ସାଧୁମାନଙ୍କର ସେବା କରୁଥିଲା-ହି. ଶଦ୍ଦସାଗର]