Jump to content

କାୟମାନ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାୟମାନ
ଉଚ୍ଚାରଣ: Kāyamāna

ସଂ. ବି. (କାୟ=ଗୃହ+ମା ଧାତୁ+ଅଧିକରଣ. ଅନ) —

୧: ପର୍ଣ୍ଣିକୁଟୀର —୧. Cottage.

୨: ରାଜାଙ୍କ ଆବାସଯୋଗ୍ୟ ପଟ୍ଟଭବନାଦି — ୨. Royal tent or pavilion.