Jump to content

କିଂକର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କିଂକର
ଉଚ୍ଚାରଣ: Kiṁkara
(କିଂକରା, କିଂକରୀ—ସ୍ତ୍ରୀ)

ସଂ. ବିଣ. ପୁଂ. (କିଂ=କଅଣ+କୃ ଧାତୁ=କରିବା+କର୍ତ୍ତୃ. ଅ; ଯେ ସର୍ବଦା ପ୍ରଭୃର ଆଦେଶ ଅପେକ୍ଷାରେ ଥାଏ) —

ଆଜ୍ଞାବର୍ତ୍ତୀ (ଭୃତ୍ୟ) — Obedient (servent).

ସଂ. ବି. ପୁଂ —

୧: ଦାସ —୧. Slave.

୨: ଆଜ୍ଞାବର୍ତ୍ତୀ ବ୍ୟକ୍ତି — ୨. An obdient person.