Jump to content

କିଂକର୍ତ୍ତବ୍ଯତା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କିଂକର୍ତ୍ତବ୍ୟତା
ଉଚ୍ଚାରଣ: Kiṃkarttabyatā

ସଂ. ବି. (କିଂକର୍ତ୍ତବ୍ୟ+ ଭାବ. ତା) —

୧: ଯେଉଁ ଅବସ୍ଥାରେ ଅତଃପର କଅଣ କର୍ତ୍ତବ୍ୟ ତାହା ଭାବି ସ୍ଥିର କରିବାର ସମୟ ଉପସ୍ଥିତ ହୁଏ — ୧. A stste when a man has to think out what step he must take immediately.

୨: ଯେଉଁ ଅବସ୍ଥାରେ ମନୁଷ୍ୟ କଣ କରିବ ତାହା ସ୍ଥିର କରି ନ ପାରେ —୧. A situation in which a person is at a loss to decide what to do.