Jump to content

କିଂକର୍ତ୍ତବ୍ଯତାବିମୁଢ଼

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କିଂକର୍ତ୍ତବ୍ୟତାବିମୁଢ଼
ଉଚ୍ଚାରଣ: Kiṁkarttabyatābimūṟḍ̠ẖa
(କିଂକର୍ତ୍ତବ୍ୟତାବିମୁଢ଼ା—ସ୍ତ୍ରୀ)

ସଂ. ବିଣ. ପୁଂ (୭: ମୀ ତତ୍;କିଂକିର୍ତ୍ତବ୍ୟତା+ ବିମୁଢ଼) —

କଅଣ କରିବା ଉଚିତ ଏ ବିଷୟ ନିର୍ଣ୍ଣୟ କରିବାରେ ଅସମର୍ଥ; ଆବାକାବା; ଅବାକାବା —Dumb-founded; confounded; bewildered; put in an awkward predicament.