Jump to content

କିଂକେ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କିଂକେ
ଉଚ୍ଚାରଣ: Kiṁke

ଗ୍ରା. ପଦ୍ୟ. ଅ —

୧: କିପରି — ୧. How.

ଏମନ୍ତ କହିଲୁ କିଂକେ ହାଟକଅଙ୍ଗନୀ ଭକ୍ତଦାସ, ମଥୁରାମଙ୍ଗଳ

୨: କାହିଁକି —୨. Why.