କିଂବକ୍ତବ୍ଯ
ଦେଖଣା
କିଂବକ୍ତବ୍ୟ —
ଉଚ୍ଚାରଣ: Kiṁbaktabya
ସଂ. ବି. (କିମ୍=କଅଣ+ବକ୍ତବ୍ୟ=କହିବା ଉଚିତ) —
ୟାହା କହିବା ଉଚିତ; ୟାହା ଉପସ୍ଥିତ କ୍ଷେତ୍ରରେ କହିବା ଉଚିତ ତାହା —What ought to be said; an opportune speech or saying.
ଦେ. ବିଣ. —
କିଂବକ୍ତବ୍ୟବିମୁଢ଼ (ଦେଖ) Kiṁbaktabyabimūṟḍ̠ẖa (See)