Jump to content

କିଂବକ୍ତବ୍ଯବିମୁଢ଼

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କିଂବକ୍ତବ୍ୟବିମୁଢ଼
ଉଚ୍ଚାରଣ: Kiṃbaktabyabimūṟḍ̠ẖa
(କିଂବକ୍ତବ୍ୟବିମୁଢ଼ା—ସ୍ତ୍ରୀ)

(କିଂବକ୍ତବ୍ୟବିମୂଢ଼ତା—ବି)

ସଂ. ବିଣ .ପୁଂ. (୭: ମୀ ତତ୍; କିଂବକ୍ତବ୍ୟ+ବିମୂଢ଼) —

ଉପସ୍ଥିତ କ୍ଷେତ୍ରରେ କଅଣ କହିବାକୁ ହେବା ଏହା ସ୍ଥିର କରିବାରେ ଅସମର୍ଥ — Perplexed as to what to say next.