Jump to content

କିଂବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କିଂବା
ଉଚ୍ଚାରଣ: Kiṁbā

ସଂ. ଅ. (କିଂ=କଅଣ+ବା=ଅଥବା) —

କିମ୍ବା; ଅଥାବା — Or.

ଦେ. ବି. —

୧: କିମ୍ବା (ଦେଖ) ୧. Kimbā (See)

୨: ବିକଳ୍ପେ —୨. Alternatively.

୩: ପକ୍ଷାନ୍ତରେ —୩. On the other hand.