କିଂଶୁକ
ଦେଖଣା
କିଂଶୁକ —
ଉଚ୍ଚାରଣ: Kiṁṣuka
ସଂ. ବି.—(କିଂ=କି+ ଶୁଳ=ଶୁଆପକ୍ଷୀ; ଯେଉଁ ଫୁଲକୁ ଦେଖିଲେ ମନୁଷ୍ୟ ବିଚାରେ "ଏହା ଶୁକପକ୍ଷୀ କି?" ଏଥିର ଫୁଲ ଶୁଆର ଥଣ୍ଟ ପରି ନାଲି ଓ ବଙ୍କା) —
ପଳାଶ ବୃକ୍ଷ ପୁଷ୍ପ —Butea Frondosa (tree and flower.)