କିଅବା
ଦେଖଣା
କିଅବା —
ଉଚ୍ଚାରଣ: Kiabā
ଦେ. ଅ. (ସଂ. କିମ୍+ବା) —
୧: ସତେ ଯେପରି; ବୋଧ ହୁଏ — ୧. As if; methinks.
ବସନ୍ତି କଳ୍ପଦ୍ରୁମ ପନ୍ତି; କିଅବା ପକ୍ଷୀଙ୍କି ଡ଼ାକନ୍ତି ଜଗନ୍ନାଥ. ଭାଗବତ
୨: ଅଥବା; କିମ୍ବା —୨. Or; or else.
କିଅବା —
ଉଚ୍ଚାରଣ: Kiabā
ଦେ. ଅ. (ସଂ. କିମ୍+ବା) —
୧: ସତେ ଯେପରି; ବୋଧ ହୁଏ — ୧. As if; methinks.
ବସନ୍ତି କଳ୍ପଦ୍ରୁମ ପନ୍ତି; କିଅବା ପକ୍ଷୀଙ୍କି ଡ଼ାକନ୍ତି ଜଗନ୍ନାଥ. ଭାଗବତ
୨: ଅଥବା; କିମ୍ବା —୨. Or; or else.