Jump to content

କିଆକନ୍ଦା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କିଆକନ୍ଦା
ଉଚ୍ଚାରଣ: Kiākandā

ଦେ. ବି. (ସଂ. କେତକ ଓ ସ୍କନ୍ଧ) —

କିଆ ଗଛର ପତ୍ର ଗଣ୍ଡିର ଯେଉଁଠାରୁ ବାହାରି ଥାଏ ସେଠାରେ ଥିବା କୋମଳ ଅଂଶ —The soft part inside the stem of the Kiā plant.

ହାତୀ ଝୁଲୁଥାଏ ରଜାବଗିଚାରେ କିଆକନ୍ଦା ଖାଇବାକୁ ଶିଶୁଗୀତ

[ଦ୍ର—ଏହା ଔଷଧରେ ଲାଗେ 'କିଆ' ତଳେ ନୋଟ୍ ଦେଖ]