Jump to content

କିଆନାଗ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କିଆନାଗ
ଉଚ୍ଚାରଣ: Kiānāga

ଦେ. ବି —

ଏକଜାତୀୟ ନାଗସାପ (ନାଗ ଦେଖ) — A kind of cobra.

[ଦ୍ର—ଏମାନେ ଦେଖିବାକୁ ଧଣ୍ଡ ସାପ ପରି ଓ କିଆବାଡ଼ରେ ଥାଆନ୍ତି]