କିଆରି
ଦେଖଣା
କିଆରି —
ଉଚ୍ଚାରଣ: Kiāri
কিয়ারী
कियारी
ଦେ. ବି. (ସଂ. କେଦାର) —
କ୍ଷେତ୍ର; ଚାରି ପାଖେ ହିଡ଼ ଦିଆ ଯାଇଥିବା ବିଲ — Cultivated plot or field surrounded by ridges for raising crops.
ବହି ୟାଉଛି ବାଦି ତେବି କିଆରି ରାଧାନାଥ. ତୁଳସୀସ୍ତବକ
[ଦ୍ର—ଶାଗ ଆଦିର ଛୋଟ କିଆରିକୁ ପଟାଳି କହନ୍ତି]