Jump to content

କିଆ ଖଇର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କିଆ ଖଇର
ଉଚ୍ଚାରଣ: Kiā khaira
ফোয়ীখএর केव़ड़ाका कत

ଦେ. ବି—(ସଂ. କେତକ ଓ ଖଦିର) —

ଖାଇରକୁ ରୁନା କରି ମସଲାଗୁଣ୍ଡା ମିଶାଇ ପାଣିରେ ଚକଟି. କାଦୁଆ କରି ତାହାକୁ କିଆଫୁଲର ବାସନା ଯୁକ୍ତ ଖଇର — Catechu scented by putting it inside the petals of screwpine flowers.