କିଆ ଗୋହିରି
ଦେଖଣା
କିଆ ଗୋହିରି —
ଉଚ୍ଚାରଣ: Kiā gohiri
ଦେ. ବି —
ଦୁଇ ପାଖରେ ଥିବା କିଆବାଡ଼ ମଧ୍ୟସ୍ଥ ସଂକୀର୍ଣ୍ଣ ପଥ ବା ଗଳି —A narrow lane with Kiā hedge on both sides.
କିଆ ଗୋହିରି, ମାର, ମୁଣ୍ଡିଆ ୟଉ ବାହାରି ସବାରି ଡ଼ାକ
[ଦ୍ର—କୌଣସି ରାସ୍ତାର ଦୁଇ ପାଖରେ କିଆବାଡ଼ ପୋତିଲେ କିଆଗଛ ବାଟଆଡ଼କୁ ମାଡ଼ିଆସି ଉକ୍ତ ପଥକୁ ସଂକୀର୍ଣ୍ଣ କରି ପକାଏ]