କିଏସେ
ଦେଖଣା
କିଏସେ —
ଉଚ୍ଚାରଣ: Kiese
কে, কেও, কেউ
कोइ
ଦେ. ସର୍ବନାମ. (ସଂ. କଃ ଓ ସଃ; ସଂ. କୋଽସୌ) —
୧: କେଉଁ ବ୍ୟକ୍ତି —୧. Who.
ପୁଛିଲେ ମହିଷୀ କହ ତ୍ କିଏସେ କମ୍ପାଇ ଭ୍ରମ ଏ ପୁରେ ରାଧାନାଥ. ପାର୍ବତୀ
୨: ଜଣେ କେହି; କୌଣସି ଜଣେ ବ୍ୟକ୍ତି — ୨. Any one; some one; some body.
ଦେ. ଅ —
କି ହେ! —Oh!