Jump to content

କିକଲ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କିକଲ
ଉଚ୍ଚାରଣ: Kikala

ଦେ.ଅ—(ମଧ୍ୟପୁରୁଷ ଏକବଚନ ଓ ବହୁବଚନ ତୁମ୍ଭେ ଓ ତୁମ୍ଭେମାନେ କର୍ତ୍ତା ଥିବା ସ୍ଥଳରେ; ବ୍ୟବହାର ବିସ୍ମୟ ବା ଖେଦସୂଚକ) —

ତୁମ୍ଭେ କେଡେ କଥାଟାଏ କଲ! — (Interjection expressed in wonder or grief) Hallo! what have you done.

(ଯଥା—କିକଲ! କିକଲୁ! କେଡେ କଦଳୀ ଗୋଛଟାଏ ହୋଇଥେଲା! କେଡେ କାନ୍ଦିଏ କଦଳୀ ପଡିଥାଆନ୍ତା! ହାଣିପକାଇଲ!)

[ଦ୍ର—ଏହିପରି ଅବ୍ୟୟରୂପେ ପ୍ରଥମା ପୁରୁଷ ଏକବଚନ (ମୁଁ) 'କିକଲି'; ୨: ୟ ପୁରୁଷ ଏକବଚନ (ତୁ)'କିକଲୁ'; (ତୁମ୍ଭେ) 'କିକଲ', ୨: ୟ ପୁରୁଷ ବହୁବଚନ (ତୁମ୍ଭେମାନେ)'କିକଲ'; ୩: ୟ ପୁରୁଷ ଏକବଚନ (ସେ)'କିକଲ';'କିକଲେ' ଓ ୩: ୟ ପୁରୁଷ ବହୁବଚନ (ସେମାନେ)'କିକଲେ'; ଶଦ୍ଦମାନ ବ୍ୟବହୃତ ହୁଏ]