କିଙ୍କିଣି
ଦେଖଣା
କିଙ୍କିଣି —
ଉଚ୍ଚାରଣ: Kiṅkiṇi
ସଂ. ବି. (କିମ୍=ଅନୁକରଣ ଶଦ୍ଦ+କିଣ୍ ଧାତୁ ଣିଜନ୍ତ= କିଣି ଧାତୁ=ଶଦ୍ଦ କରିବା;+ କର୍ତ୍ତୃ. ଇ) —
୧: ଘୁଙ୍ଗୁର; କ୍ଷୁଦ୍ର ଘଣ୍ଟି; ଘାଗୁଡି — ୧. Small thnkling bells.
୨: ଘାଗୁଡିଯୁକ୍ତ କଟିଅଳଙ୍କାରବିଶେଷ — ୨. A girdle of tiny tinkling bells strung together.
୩: ବିକଙ୍କତ ଗୁଳ୍ମ; ଭଇଞ୍ଚି (ଦେଖ) ୩. A plant; Bhain̄chi (see)
୪: ଘାଗୁଡିଯୁକ୍ତ ଅଳଙ୍କାର — ୪. An ornament with tiny bells.
୫: ଏକପ୍ରକାର ଅମ୍ଳ ଦ୍ରାକ୍ଷା — ୫. Sour grapes.
୬: ଜଳଜମ୍ବୁ ବୃକ୍ଷ — ୬. A kind of blackberry tree.
୭: ଦେବିସ୍ତୁତିବିଶେଷ — ୭. A hymn addressed to the Goddess.