କିଙ୍କିମଲା
ଦେଖଣା
କିଙ୍କିମଲା —
ଉଚ୍ଚାରଣ: Kiṅkimalā
ଗ୍ରା. ଅ —
ତନ୍ତୀଆଣୀମାନେ ସୂତା କାଟୁଥିବାବେଳେ ଶ୍ରମା— ପନୋଦନାର୍ଥ ବୋଲିବା ଅର୍ଥଶୂନ୍ୟ ଗୀତର ଏକ ଅଂଶ — A part of an unmeaning song sung by weaver women while spinning thread.
(ଯଥା—ତିନିଆଡ୍ କିଙ୍କିମଲା କିଙ୍କିମଲା କିଇଙ୍କିମଲା)