କିଙ୍କିରାତ
ଦେଖଣା
କିଙ୍କିରାତ —
ଉଚ୍ଚାରଣ: Kiṅkirāta
ସଂ. ବି. (କିଙ୍କିରା+ଅତ୍ ଧାତୁ= ଗମନ କରିବା+ କର୍ତ୍ତୃ. ଅ) —
୧: ଶୁକପକ୍ଷୀ —୧. Parrot.
୨: କର୍ନ୍ଦପ —୨. Cupid.
୩: କୋକିଳ —୩. The Indian cuckoo.
୪: ରକ୍ତାଶୋକ ବୃକ୍ଷ — ୪. A tree (red variety of janesum Asoka).
୫: ବବୁରଗଛ; ବବ୍ବୁଲ୍ଗଛ — ୫. A tree; Acacia Arabica.