କିଙ୍କୁ
ଦେଖଣା
କିଙ୍କୁ —
ଉଚ୍ଚାରଣ: Kiṅku
ପ୍ରାଦେ. (ଗଞାମ) ବିଣ —
ଯେ ଖେଙ୍କି କରି କଥା କହେ; ଯେ ରାଗି କରି କଥା କହେ; ଚିଡ଼ଲ; ଯେ ଅଳ୍ପକରେ ରାଗିଉଠେ —Irascrible; surly.