Jump to content

କିଙ୍ଖାପ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କିଙ୍ଖାପ୍
ଉଚ୍ଚାରଣ: Kiṅkhāp
কিন্ খাপ; কিংখাব किमखाब

ବୈଦେ. ବି. (ଫା.=କିମ୍ଖ୍ବାବ୍) —

ଜରି ବା ସୂତାଦ୍ବାରା ଖଚିତ ପାଟଲୁଗା — Silk cloth worked on with gold lace or thread.

[ଦ୍ର—ଏଥିରେ ପାଟଲୁଗାରେ ସୁନୁଲି ଜରିରେ ଫୁଲବୁଟା ଆଦି କାମ କରାଯାଇଥାଏ, ବନାରସ ବା କାଶୀ କିଙ୍ଖାପ ପାଇଁ ପ୍ରସିଦ୍ଧ ଥିଲା]