Jump to content

କିଚିରିମିଚିରି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କିଚିରିମିଚିରି
ଉଚ୍ଚାରଣ: Kichirimichiri
কিচিরমিচির चिँचिँ;चेँचेँ

ଦେ. ଅ (ଧ୍ଵନ୍ୟନୁକରଣ) —

୧: ପକ୍ଷିଶାବକଙ୍କର ଅବ୍ୟକ୍ତ ଚେଁଚାଁ ଶଦ୍ଦ — ୧. The chirping of the young ones of birds.

୨: ବହୁ ପକ୍ଷୀଙ୍କର କଳରବ — ୨. Chatterings of a number of birds.