କିଛି କିଛି
ଦେଖଣା
କିଛି କିଛି —
ଉଚ୍ଚାରଣ: Kichhikichhi
কিছুকিছু
कुछकुछ
ଦେ. ସର୍ବନାମ —
ସାମାନ୍ୟ ପରିମାଣ — Something; a little.
ଦେ. ବିଣ —
ଅତି ସାମାନ୍ୟ; ଥୋଡ଼ାଏ — A little; in little quantities; very little.
ଦେ. କ୍ରି. ବିଣ —
ଅତି ସାମାନ୍ୟରେ —Little by little.