Jump to content

କିଜାଣି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କିଜାଣି
ଉଚ୍ଚାରଣ: Kijāṇi
কেজানে; কিজানি कौनजानी; कबाजाने

ଦେ. ଅ —

୧: କେଜାଣି; ବୋଧହୁଏ; ସମ୍ଭବତଃ — ୧. Perhaps; may be.

୨: ମତେ ଏହା ଜଣା ନାହିଁ — ୨. I don't know.

୩: ଏହା ଅନିଶ୍ଚିତ — ୩. Who can tell; who knows.

୪: ପରି; ସଦୃଶ —୪. Like.

୫: କାଳେ —୫. Lest.