କିଞ୍ଚିତ
ଦେଖଣା
କିଞ୍ଚିତ —
ଉଚ୍ଚାରଣ: Kin̄chita
ଦେ. ବିଣ. (ସଂ. କିଞ୍ଚିତ୍) —
୧: ନଗଣ୍ୟ; ଅକିଞ୍ଚିତ୍କର — ୧. Insignificant; of no importance.
୨: ସାମାନ୍ୟ —୨. Slight.
ଅନା ଅନା ସୁନୟନା କୢଞ୍ଚତ୍ କୃପାରେ କବିସୂର୍ଯ୍ୟ.ସଙ୍ଗୀତ
୩: ଅତିଅଳ୍ପ —୩. very little.
୪: ଅତିନୀଚ; ଇତର —୪. Very low.
ବସିବେ ଉଚ୍ଚ ସମାନେ ବେଭାରେ କିଞ୍ଚିତ୍ମାନେ ଭଞ୍ଜ. ବୈଦେହୀଶବିଳାସ