କିଞ୍ଚିତରେ
ଦେଖଣା
କିଞ୍ଚିତରେ —
ଉଚ୍ଚାରଣ: Kin̄chitare
ଦ. କ୍ରି. ବିଣ —
କିଞ୍ଚିନ୍ମାତ୍ର; ଅତି ସାମାନ୍ୟରେ — Very slightly.
ପ୍ରିୟ ସଖି, ମୋ ବେଦନା,ନ ଲାଗଇ ନିକି ତତେ କିଞ୍ଚିତରେ କବିସୂର୍ଯ୍ୟ—କିଶୋରାଚମ୍ପୁ.ଠ ଗୀତ