Jump to content

କିଞ୍ଚିତ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କିଞ୍ଚିତ୍
ଉଚ୍ଚାରଣ: Kin̄chit
(କଶ୍ଚିତ୍—ପୁଂ) (କାଚିତ୍—ସ୍ତ୍ରୀ)

ସଂ. ସର୍ବ. କ୍ଲୀବ. (କିମ୍+ଚିତ୍) —

୧: କିଛିମାତ୍ର; ଅତି ସାମାନ୍ୟ; ଅକିଞ୍ଚିତ୍ — ୧. Very little; a little.

୨: ନଗଣ୍ୟ ହେୟ —୨. Insignificant; negligible.

କ୍ରି. ବିଣ —

କିଛି କିଛି; ଅଳ୍ପ ପରିମାଣରେ — Very little; some what.

[ଦ୍ର—କିଞ୍ଚିତ୍ ଓ ଅକିଞ୍ଚିତ୍ର ଏକ ଅର୍ଥ]