Jump to content

କିଞ୍ଚିତ୍କର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କିଞ୍ଚିତ୍କର
ଉଚ୍ଚାରଣ: Kin̄chitkara

ସଂ. ବିଣ. (କିଞ୍ଚିତ୍+କୃ ଧାତୁ+ଅ) —

୧: ସାମାନ୍ୟ —୧. Slight.

୨: ସାମାନ୍ୟରେ ଆବଶ୍ୟକ ବା ଲୋଡ଼ା — ୨. Of some use.

୩: ଅକିଞ୍ଚିତ୍କର (ଦେଖ) ୩. Akiñchit kara (see)

[ଦ୍ର—କିଞ୍ଚତ୍କର ଓ ଅକିଞ୍ଚିତ୍କରର ଏକ ଅର୍ଥ]