କିଞ୍ଚିଦୁଷ୍ଣ
ଦେଖଣା
କିଞ୍ଚିଦୁଷ୍ଣ —
ଉଚ୍ଚାରଣ: Kin̄chidushṇa
ସଂ. ବିଣ. (କିଞ୍ଚିତ୍+ଉଷ୍ଣ) —
ଈଷଦୁଷ୍ଣ; ଅଳ୍ପଗରମ; କଦୁଷ୍ଣ — Lukewarm; tepid.
କିଞ୍ଚିଦୁଷ୍ଣ —
ଉଚ୍ଚାରଣ: Kin̄chidushṇa
ସଂ. ବିଣ. (କିଞ୍ଚିତ୍+ଉଷ୍ଣ) —
ଈଷଦୁଷ୍ଣ; ଅଳ୍ପଗରମ; କଦୁଷ୍ଣ — Lukewarm; tepid.