Jump to content

କିଞ୍ଚିନ୍ମାତ୍ର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କିଞ୍ଚିନ୍ମାତ୍ର
ଉଚ୍ଚାରଣ: kin̄chinmātra

ସଂ. ବିଣ. (ବହୁବ୍ରାହୀ; କିଞ୍ଚିତ୍+ମାତ୍ରା) —

ଅତି ସାମାନ୍ୟ; ଅତିଅଳ୍ପ ମାତ୍ର — Only a little; very little; hardly any.