Jump to content

କିଞ୍ଚିଳିକ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କିଞ୍ଚିଳିକ
ଉଚ୍ଚାରଣ: Kin̄chiḻika

ସଂ. ବି. (କିଂ+ଚଳ୍ ଧାତୁ ଗତି କରିବା+ କର୍ତ୍ତୃ. ଇକ)

ଯେ କିଞ୍ଚିତ୍ କିଞ୍ଚିତ୍ ଚାଲେ; ୟାହାର ଚାଲି ଅତି ଧୀର; ଜିଆନାଡ଼; ମହୀଲତା —Earth worm.