Jump to content

କିଟିକିରା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କିଟିକିରା
ଉଚ୍ଚାରଣ: Kiṭikirā
কিটকিরা ठपा

ଦେ. ବି. (ବଣିଆଙ୍କ ବ୍ୟବହୃତ ଶବ୍ଦ) —

ବଣିଆଙ୍କ ଛାଞ୍ଚବିଶେଷ —A kind of mould used by goldsmiths to turn out bulbous wires.

[ଦ୍ର—ଏହା କଂସାରେ ପ୍ରସ୍ତୁତ, ଏହା ଭିନ୍ନ ଭିନ୍ନ ଖାପରେ ସରୁ ଓ ମୋଟ ତାର ବାଡେ଼ଇଲେ ବଡ଼ ଓ ଛୋଟ ଦାନା ଥିବା ରୁଆଳି— ତାର ତିଆରି ହୁଏ]