କିଟ୍କିଟା
ଦେଖଣା
କିଟ୍କିଟା —
ଉଚ୍ଚାରଣ: kiṭkiṭā
কিটকিটে
ଦେ. ବିଣ. (ସଂ. କିଟୁ=ମଳିନ) —
୧: ମଳିନ; ମଳିଆ; ତେଲ ଆଦିର ମଳି ଦ୍ବାରା ମଳିନ — ୧. Very derty or filthy; squalid.
୨: ଅତି ଗଭୀର; ଘୋର (ଅନ୍ଧାର) — ୨. Very dense or intense (darkness).
ଦେ. କ୍ରି. ବିଣ —
କୣଟିକୀଟା (ଦେଖ) Kīṭiikīṭā (See)