Jump to content

କିଟ୍କିଟି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କିଟ୍କିଟି
ଉଚ୍ଚାରଣ: Kiṭkiṭi

ଦେ. ଅ. (ଗଛ ଭାଙ୍ଗିବାର, ରଥାଦି ଚଳିବାର ଓ ହାଡ଼ ଭାଙ୍ଗିବା ପ୍ରଭୃତିର ଧ୍ଵନ୍ୟନୁକରଣ) —

କଟ କଟ ଶବ୍ଦ — Sound of breaking of trees and bones or of drawing of cars etc; snapping of hard things.