କିଟ୍ଟ
ଦେଖଣା
କିଟ୍ଟ —
ଉଚ୍ଚାରଣ: Kiṭṭa
ସଂ. ବି. (କିଟ୍ ଧାତୁ=ଶରୀର ପ୍ରଭୃତିରୁ ନିର୍ଗତ ହେବା+ କର୍ତ୍ତୃ. ତ) —
୧: ଶରୀରର ମଳ (ଯଥା—ବିଷ୍ଠା,କାନ— ଗୁହ, ଲେନ୍ଦେରା ଓ ଛତିଆ ଇତ୍ୟାଦି) — ୧. Excrements thrown out by the body.
୨: ଧାତୁ ମଳ (ଯଥା—ଲୁହାଗୁହ; କଳଙ୍କି)—ମରିଚା — ୨. Rust of metals; refuse or rubbish thrown out by burnt or oxidised meatals.
୩: ତୈଳାଦିର କାଣ୍ଟି —୩. Sediment.
୪: ତରଳ ପଦାର୍ଥ ଛଣା ହେବା ଉତ୍ତାରୁ ଅବଶିଷ୍ଟ ରହିଯିବା ସିଠା — ୪. Dregs; refuse left out of sifted liquids.