କିଟ୍ କିଟ୍
ଦେଖଣା
କିଟ୍ କିଟ୍ —
ଉଚ୍ଚାରଣ: Kiṫkiṫ
কিটকিটে
गादा; घना
ଦେ. ବିଣ —
ଘନ; ଗଭୀର (ଅନ୍ଧାର) — Intense (drakness); pitch (darkness).
(ଯଥା—ଅମାବାସ୍ୟା ରାତିର କିଟ୍କିଟ୍ ଅନ୍ଧାରରେ ବାଟ ବାରି ହୁଏ ନାହିଁ)
ଦେ. ବିଣର ବିଣ —
ଅତ୍ୟନ୍ତ ବା ଗଭୀର (ଅନ୍ଧାକାରମୟ) — Very or intensely (dark).
(ଯଥା—ଦିନ ଦି ପହରେ ଗୁମ୍ପା ଭିତରେ କିଟ୍ କିଟ୍ ଅନ୍ଧାର ବା ଅନ୍ଧାର କିଟ୍ କିଟ୍ ଦିଶୁଛି)
ଦେ. ଅ —
କଟ୍କଟ୍ (ଦେଖ) Katṭkaṭ (See)