Jump to content

କିଡ଼ିମିଡ଼ିଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କିଡ଼ିମିଡ଼ିଆ
ଉଚ୍ଚାରଣ: Kiṟḍ̠imiṟḍ̠iā

ଦେ. ବିଣ —

୧: କିଟ୍କିଟିଆ (ଦେଖ) — ୧. Kiṭkiṭiā (See)

୨: ଚିଡ଼ଲ; ଚିଡ଼୍ଚିଡ଼ିଆ; ଯେ ରାଗିଯାଇ ଦାନ୍ତ ଚୋବାଏ — ୨. Easily provoked in to grinning rage.