Jump to content

କିଡ଼୍କିଡ଼୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କିଡ଼୍କିଡ଼୍
ଉଚ୍ଚାରଣ: Kiḍkiḍ
কড়কড় कड़कड़

ଦେ. ଅ. (ଧ୍ଵନ୍ୟାତ୍ମକ) —

୧: କରେଇରେ ଘିଅ ଫୁଟିବାର ଶବ୍ଦ; କଡ଼ କଡ଼ —୧. Seething sound of boiling oil.

୨: ଦୁଇଟି କଠିନ ଓ ବନ୍ଧୁର ପଦାର୍ଥର ପରସ୍ପର ଘର୍ଷଣ ଜନିତ ଶବ୍ଦ —୨. Sound produced by the repeated rubbing of two rough and hard things.