କିଣ
ଦେଖଣା
କିଣ —
ଉଚ୍ଚାରଣ: Kiṇa
ସଂ. ବି. (କିଣ୍ ଧାତୁ=ପାଇବା+କର୍ତ୍ତୃ. ଅ) —
୧: କ୍ଷତି ଚିହ୍ନ ବା ଦାଗ — ୧. Scar; cicatrix of a cut wound.
୨: ଘା ବା ବ୍ରଣର ଶୁଖିଲା ଦାଗ — ୨. Mark or scar over a boil after it is healed.
୩: ଶରୀରରେ ଘର୍ଷଣଜନିତ ବୋଧଶକ୍ତିରହିତ ଶୁଷ୍କ ଚିହ୍ନ; ବିଣ୍ଡି —୩. Calluse; corn.
୪: କ୍ରୀଡ଼ା; ଘୃଣ; କାଠ ଆଦି ଖାଇ ଦେବା କ୍ଷୁଦ୍ରକୀଟବିଶେଷ — ୪. Small insect or worm boring in to wood or grains.
୫: ଧନୁର ଜ୍ୟାଘାତ ଚିହ୍ନ — ୫. The callority prodeced the bow string on the hand of an archer.