Jump to content

କିଣା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କିଣା
ଉଚ୍ଚାରଣ: Kiṇā
কিনা खरीदना

ଦେ. ବି. (ସଂ. କ୍ରି. ଧାତୁ) —

୧: କ୍ରୟ; ଖରିଦ — ୧. Purchasing; buying.

ବିପଣି ବସିଛି କାଠଯୋଡ଼ି ବନ୍ଧେ ବିକା କିଣା ଲାଗି ଅଛି ନାନା ଛନ୍ଦେ ରାଧାନାଥ. ନନ୍ଦକିଶୋରୀ

কেনা खरीदा

ଦେ. ବିଣ —

୧: କ୍ରୀତ; ଖରିଦ ହୋଇଥିବା — ୧. Purchased; got by purchese; bought.

ପ୍ରଣୟ ଧନେ ପ୍ରାଣ କିଣରେ କବିସୂର୍ଯ୍ୟ. ସଙ୍ଗୀତ

୨: ୟାହା ଉପରେ କ୍ରୀତ ଦାଶ ପରି ପୂର୍ଣ୍ଣ ଅଧିକାର ପାଏ — ୨. Under one's full controll like a purchased slave; slave-lik; slavishly subservient.

ବୋଇଲୋ ମୁଁ ତୁମ୍ଭ କିଣା କିଙ୍କର ଅଭିମନ୍ଯୁ ବିଦଗଧଚିନ୍ତାଣି

୩: (ଲକ୍ଷଣାର୍ଥ) ଗୁଣମୁଗ୍ଧ; ଗୁଣ ବା ଉପକାର ଯୋଗୁଁ ଚିରବାଧିତ — ୩. Completely obeyed to a benefitter.