Jump to content

କିଣାଇଦେବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କିଣାଇଦେବା
ଉଚ୍ଚାରଣ: kiṇāidebā
কেনেদেউআ खरीनकरदेना

ଦେ. କ୍ରି. —

କୌଣସି ବସ୍ତୁ କ୍ରୟ କରିବାରେ କ୍ରୟକାରୀ— ବ୍ୟକ୍ତିକୁ ସାହାର୍ୟ୍ୟ କରିବା — To help a man (by selecting the proper stuff, setttling the proper price and appraising it in the market) in purchasing a thing.