କିଣାବିକା
ଦେଖଣା
କିଣାବିକା —
ଉଚ୍ଚାରଣ: kiṇābikā
কিনাবেচা
खरीद फरेख्त
ଦେ. ବି. —
(ବିପରୀତାର୍ଥକ ସହଚର; ସଂ. କ୍ରି ଧାତୁ ଓ ବି+ କ୍ରି ଧାତୁ) — ୧. Buying and selling; purchase and sale.
୨: ହାଟରୁ ପଣ୍ୟ ଦ୍ରବ୍ୟର କ୍ରୟ — ୨. Purchase of articles from the market.
୩: ହାଟରେ ପଣ୍ୟ ଦ୍ରବ୍ୟାଦିର ବଦଳ — ୩. Exchange or barter of commodities in the market.