କିଣିକିଣି
ଦେଖଣା
କିଣିକିଣି —
ଉଚ୍ଚାରଣ: Kiṇikiṇi
কিন্কিন্, কিনেকিনি
म्ननाम्नान, म्नानम्नाना.
म्नुनम्नुनी
ଦେ. ଅ. (ସଂ. ଧ୍ଵନ୍ୟନୁକରଣ) —
ଅଙ୍ଗଚାଳନ ବେଳେ ପିନ୍ଧା ଯାଇଥିବା କ୍ଷୁଦ୍ର ଘଣ୍ଟିଘାଗୁଡ଼ି ହଲିବାରୁ ଯେଉଁ ମଧୁର ଧ୍ଵନି ଉଠେ; ଟୁଣୁଟୁଣୁ; ଝଙ୍କାର — Tinkling or clinking sound produced by the movement of the limts of the wearer of ornaments (e.g. waist chains, anklets) to which small bell are attached.
କଟିରେ କ୍ଷୁଦ୍ର ଘଣ୍ଟି କିଣି କିଣି ରଟି କୃଷସିଂହ. ମହାଭାରତ. ବନ