କିଣିଖିଆ
ଦେଖଣା
କିଣିଖିଆ —
ଉଚ୍ଚାରଣ: Kiṇikhiā
ଦେ. ବି. (ସଂ. କ୍ରି ଓ ଖାଦ୍ ଧାତୁ) —
ପ୍ରତିଦିନ ଚାଉଳ ଓ ଅନ୍ୟାନ୍ୟ ଖାଦ୍ୟ ଦ୍ରବ୍ୟ କିଣି— ଖାଇବା —Purchasing of rice and other victuals for daily consumption (instead of getting them at hand from the produce of one's agricultural land.)
ଦେ. ବିଣ —
୧: କୃଷି ବୃତ୍ତ ନ ଥିବାରୁ ଯେ ଖାଦ୍ୟ ନିମନ୍ତେ ଧାନ, ଚାଉଳ, ମୁଗ, ଡ଼ାଲି ଆଦି ବଜାରରୁ କିଣିଥାଏ — ୧. Having to purchase rice and other necessary victuals for every day consumption (instead of getting them as produce from one's own field).
୨: କୃଷି ବୃତ୍ତି—ବିହୀନ (ବ୍ୟକ୍ତି) — ୨. Landless (person); non—agriculturist.