Jump to content

କିଣିଦେବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କିଣିଦେବା
ଉଚ୍ଚାରଣ: kiṇidebā
কিনেদেউআ मोलदीना

ଦେ. କ୍ରି —

୧: କିଣାଇଦେବା (ଦେଖ) ୧. Kiṇāidebā

୨: କିଣିବା (ଦେଖ) ୨. Kiṇibā (See)

୩: ନିଜେ ପଇସା ଦେଇ ଅନ୍ୟ ବ୍ୟକ୍ତିକୁ ଜିନିଷ କିଣି ଆଣି ଦେବା —୩. To make gift of a thing after purchasing it.