Jump to content

କିଣିହେବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କିଣିହେବା
ଉଚ୍ଚାରଣ: Kiṇihebā
কেনাহওয়া खरिदाहाना

ଦେ. କ୍ରି. (ସଂ. କ୍ରୀ ଧାତୁ) —

୧: କିଣିବା କ୍ରିୟାର କର୍ମବାଚ୍ୟ — ୧. Passive voice of the verb to purchase.

୨: (ଲକ୍ଷଣାର୍ଥ) ଅନ୍ୟ ଭକ୍ତି ନିକଟରେ ଆତ୍ମ— ସମର୍ପଣ କରିବା ବା ବିଚାର ବାଧିତ ରହିବା — ୨. To be under lifelong obligation to a person.